ଅନନ୍ତ ଜୀବନର ଆଶାରେ ବିଶ୍ୱାସକୁ ମଜବୁତ କରିବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଚମତ୍କାର

ଅନଲାଇନ୍ ବାଇବଲ

« ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହି ସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହି ସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ » (ଯୋହନ 21:25)

ଯୀଶୁ ଖ୍ରୀଷ୍ଟ ଏବଂ ପ୍ରଥମ ଚମତ୍କାର, ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କଲେ: « ଦୁଇ ଦିନ ପରେ ଗାଲିଲୀର କାନ୍ନା ସହର ରେ ଗୋଟିଏ ବିବାହ ହେଲା। ଯୀଶୁଙ୍କ ମାଆ ସଠାେରେ ଥିଲେ। ହି ବିବାହ ଉତ୍ସବକୁ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ମଧ୍ଯ ନିମନ୍ତ୍ରିତ ହାଇେଥିଲେ। ହି ବିବାହ ଉତ୍ସବ ରେ ୟଥେଷ୍ଟ ପରିମାଣ ରେ ଦ୍ରାକ୍ଷାରସ ନଥିଲା। ଦ୍ରାକ୍ଷାରସ ସରିୟିବା ପରେ ଯୀଶୁଙ୍କର ମାଆ ଆସି ତାହାଙ୍କୁ କହିଲେ,  » ସମାନଙ୍କେର ଆଉ ଦ୍ରାକ୍ଷାରସ ନାହିଁ। » ଯୀଶୁ ଉତ୍ତର ଦେଲେ, « ପ୍ରିୟ ନାରୀ, କ’ଣ କରିବାକୁ ହବେ, ଏହା ତୁମ୍ଭେ ମାେତେ କହିବା ଉଚିତ ନୁହେଁ। ମାରେ ସମୟ ଏପର୍ୟ୍ଯନ୍ତ ଆସି ନାହିଁ। » ଯୀଶୁଙ୍କର ମାଆ ସବେକମାନଙ୍କୁ କହିଲେ, « ଯୀଶୁ ଯେପରି କହନ୍ତି, ତୁମ୍ଭମାନେେ ସପରେି କର। » ସହେି ସ୍ଥାନ ରେ ଛଅଟି ପଥରର ବଡ ଜଳକୁଣ୍ଡ ଥିଲା। ଯିହୂଦୀମାନେ ତାହାଙ୍କ ଶୁଚିକରଣ ନୀତି ଅନୁସାରେ ଏହି ଜଳକୁଣ୍ଡ ବ୍ଯବହାର କରୁଥିଲେ। ପ୍ରେତ୍ୟକକ ଜଳକୁଣ୍ଡ ରେ ପ୍ରାୟ ଶ ହରେୁ ଶ ହେ ପଚାଶ ଲିଟର ପାଣି ଧରୁଥିଲା। ଯୀଶୁ ସବେକମାନଙ୍କୁ କହିଲେ,  » ସହେି ଜଳ କୁଣ୍ଡ ରେ ପାଣି ଭର୍ତ୍ତି କର। » ତେଣୁ ସବେକମାନେ କୁଣ୍ଡ ରେ ପାଣି ଭର୍ତ୍ତି କରି ଦେଲେ। ତା’ପରେ ଯୀଶୁ ସବେକମାନଙ୍କୁ କହିଲେ, « ବର୍ତ୍ତମାନ ସେଥିରୁ କିଛି ପାଣି କାଢି ନିଅ। ଏହି ପାଣି ନଇେ ଭୋଜିକର୍ତ୍ତାଙ୍କ ପାଖକୁ ଯାଅ। » ତା’ପରେ ଭୋଜି ଦାଯିତ୍ବ ରେ ଥିବା ମୁଖ୍ଯ ଲୋକ ତାହାକୁ ଚାଖିଲେ। ସହେି ପାଣି ଏବେ ଦ୍ରାକ୍ଷାରସ ରେ ପରିଣତ ହାଇଯୋଇଥିଲା। ସେ ଜାଣି ନଥିଲେ ଯେ ଏପରି ଦ୍ରାକ୍ଷାରସ କେଉଁଠାରୁ ଆସିଲା? କିନ୍ତୁ ସହେି ପାଣି କାଢିଥିବା ସବେକମାନେ ଜାଣିଥିଲେ। ତା’ପରେ ଭୋଜିକର୍ତ୍ତା ବରକୁ ଡାକିଲେ। ସେ ବରକୁ କହିଲେ, « ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ୟଥେଷ୍ଟ ପିଇ ତୃପ୍ତ ହବୋପରେ ସମାନେେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମ୍ଭେ ତ ଏପର୍ୟ୍ଯନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଛ। » ଏହା ଯୀଶୁଙ୍କର ପ୍ରଥମ ଆଶ୍ଚର୍ୟ୍ଯ କାର୍ୟ୍ଯ ଥିଲା। ସେ ଏହି ଆଶ୍ଚର୍ୟ୍ଯକାମ ଗାଲୀଲୀର କାନ୍ନା ସହର ରେ କରିଥିଲେ। ଏହିପରି ସେ ତାହାଙ୍କ ମହିମା ଦଖାଇେଲେ। ଏବଂ ତାହାଙ୍କର ଶିଷ୍ଯମାନେ ତାହାଙ୍କ ଉପରେ ବିଶ୍ବାସ କଲେ » (ଯୋହନ 2:1-11))|

ଯୀଶୁ ଖ୍ରୀଷ୍ଟ ରାଜା ର ସେବକଙ୍କ ପୁତ୍ରକୁ ସୁସ୍ଥ କରନ୍ତି: « ଯୀଶୁ ଗାଲୀଲର କାନା ନଗରକୁ ପୁଣି ଥରେ ଗଲେ। କାନ୍ନା ରେ ସେ ଜଳକୁ ଦ୍ରାକ୍ଷାରସ ରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ଯକର୍ମଚାରୀ କଫର୍ନାହୂମ ନଗର ରେ ବାସ କରୁଥିଲେ। ଏହି ବ୍ଯକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା। ସହେି ବ୍ଯକ୍ତି ଶୁଣିଲେ ଯେ ଯୀଶୁ ୟିହୂଦା ପ୍ରଦେଶରୁ ଆସିଛନ୍ତି ଓ ବର୍ତ୍ତମାନ ଗାଲୀରୀ ରେ ଅଛନ୍ତି, ତେଣୁ ସେ ବ୍ଯକ୍ତି କାନା ରେ ଯୀଶୁଙ୍କୁ ଦଖାେ କଲେ। କଫର୍ନାହୂମକୁ ଆସି ତାହାଙ୍କର ପୁତ୍ରକୁ ସୁସ୍ଥ କରିବା ପାଇଁ ସେ ଯୀଶୁଙ୍କୁ ନିବଦନେ କଲେ। ତାହାଙ୍କର ପୁତ୍ର ମୃତ ପ୍ରାୟ ହଇେଥିଲେ। ଯୀଶୁ ତାହାଙ୍କୁ କହିଲେ, « ତୁମ୍ଭମାନେେ ଅଲୌକିକ ଓ ଅଶ୍ଚର୍ୟ୍ଯଜନକ କାର୍ୟ୍ଯମାନ ନ ଦେଖିଲେ ତୁମ୍ଭମାନେେ ମାେତେ ବିଶ୍ବାସ କରିବ ନାହିଁ। » ରାଜକର୍ମଚାରୀଜଣକ କହିଲେ, « ମହାଶୟ, ମାେ ପୁତ୍ର ମରିବା ପୂର୍ବରୁ ଆପଣ ମାେ ଘରକୁ ଆସନ୍ତୁ। » ଯୀଶୁ ଉତ୍ତର ଦେଲେ, « ଯାଅ, ତୁମ୍ଭର ପୁଅ ବଞ୍ଚିବ। » ଘରକୁ ୟିବା ବାଟରେ ତାହାଙ୍କର କେତଜେଣ ଚାକର ଆସି ତାହାଙ୍କୁ ଭଟେିଲେ। ସମାନେେ ତାହାଙ୍କୁ କହିଲେ, « ତୁମ୍ଭର ପୁଅ ସୁସ୍ଥ ହେଲାଣି। » « ପିଲାର ଅବସ୍ଥା କେଉଁ ସମୟଠାରୁ ଭଲ ଆଡକୁ ଗତି କଲା? ସେ ପଚାରିଲେ। « ତୁମ୍ଭର ପୁଅ ବଞ୍ଚିବ, » ବୋଲି ଯୀଶୁ ଠିକ୍ ସହେି ସମୟରେ କହିଥିଲେ, ଏହା ପିଲାର ବାପା ଜାଣିଲେ। ତେଣୁ ସହେି ରାଜକର୍ମଚାରୀ ଓ ତାହାଙ୍କର ସମସ୍ତ ପରିବାରବର୍ଗ ଯୀଶୁଙ୍କଠା ରେ ବିଶ୍ବାସ କଲେ। ୟିହୂଦା ପ୍ରଦେଶରୁ ଗାଲିଲୀକୁ ଆସିବା ପରେ ଯୀଶୁଙ୍କର ଏହା ଦ୍ବିତୀୟ ଆଶ୍ଚର୍ୟ୍ଯକାର୍ୟ୍ଯ ଥିଲା » (ଯୋହନ 4:46-54)|

ଯୀଶୁ ଖ୍ରୀଷ୍ଟ କଫର୍ନାହୂମରେ ଜଣେ ମନୁଷ୍ୟକୁ ସୁସ୍ଥ କଲେ: « ଯୀଶୁ ଗାଲିଲୀର କଫର୍ନାହୂମ ନାମକ ନଗରକୁ ଆସିଲେ। ସେ ବିଶ୍ରାମବାର ରେ ଲୋକମାନଙ୍କୁ ଉପଦେଶ ଦବୋକୁ ଲାଗିଲେ। ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହାଇଯୋଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥଲେ। ସହେି ସମାଜଗୃହ ରେ ଥିବା ଜଣେ ଲୋକ ଦହେ ରେ ଦୁଷ୍ଟାତ୍ମା ଆସି ରହିଥଲା। ସେ ବଡପାଟି ରେ ଚିତ୍କାର କରି କହିଲା,  » ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ’ଣ ଚାହୁଁଛ? ତୁମ୍ଭେ କ’ଣ ଆମ୍ଭମାନଙ୍କୁ ଧ୍ବଂସ କରିଦବୋକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ବରଙ୍କ ସହେି ପବିତ୍ର ବ୍ଯକ୍ତି। » ଯୀଶୁ ତାହାକୁ ଧମକ ଦଇେ କହିଲେ, « ଚୁପ୍ କର ଏହି ଲୋକର ଦହରେୁ ବାହାରିଯା »। ଏହାପରେ ଦୁଷ୍ଟାତ୍ମା ସହେି ଲୋକଟିକୁ ସମସ୍ତଙ୍କ ସାମନା ରେ ତଳେ ପକାଇ ଦଲୋ ଓ ତାହାର କୌଣସି କ୍ଷତି ନକରି ତା’ ଦହରେୁ ବାହାରିଗଲା। ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କୁହାକୁହି ହେଲେ, « ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି। » ସହେି ଅଞ୍ଚଳର ସବୁ ସ୍ଥାନ ରେ ଯୀଶୁଙ୍କ ବିଷୟ ରେ ଏହି ଖବର ବ୍ଯାପିଗଲା » (ଲୂକ 4:31-37)|

ଯୀଶୁ ଖ୍ରୀଷ୍ଟ ତିବିରିଆ ହ୍ରଦ ନିକଟରେ ଭୂତମାନଙ୍କୁ ବାହାର କରିଦେଲେ: « ଯୀଶୁ ହ୍ରଦର ଆରପଟ ରେ ଥିବା ଗାଦରୀୟ ଲୋକଙ୍କ ରାଜ୍ଯ ରେ ପହନ୍ଚିଲେ। ଭୁତ ଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥନରୁ ବାହାରି ତାହାଙ୍କୁ ଭଟେିଲେ। ସମାନେେ ବହୁତ ଭୟଙ୍କର ଥିଲେ। ସମାନଙ୍କେ ନିମନ୍ତେ କହେି ସହେି ବାଟେ ଯାଇପାରୁ ନଥିଲେ। ସମାନେେ ପାଟିକରି କହିଲେ,  » ହେ ପରମେଶ୍ବରଙ୍କ ପୁତ୍ର! ତୁମ୍ଭେ ଆମ୍ଭଠାରୁ କ’ଣ ଚାହୁଁଛ? ଉପୟୁକ୍ତ ସମୟ ପୂର୍ବରୁ ତୁମ୍ଭେ କ’ଣ ଆମ୍ଭକୁ ଦଣ୍ଡ ଦବୋପାଇଁ ଆସିଛ? » ସେତବେେଳେ ସଠାରୁେ କିଛି ଦୂର ରେ ଗୋଟିଏ ବିରାଟ ଘଷୁରୀ ପଲ ଚରୁଥିଲେ। ଭୂତମାନେ ତାହାଙ୍କୁ ବିନୀତ ଅନୁରୋଧ କଲେ, « ତୁମ୍ଭେ ଯଦି ଆମ୍ଭକୁ ଏ ମଣିଷଙ୍କ ଦହରେୁ ତଡି ଦବୋକୁ ଚାହୁଁଛ, ତବେେ ଆମ୍ଭକୁ ଘୁଷୁରୀ ପଲ ରେ ଛାଡିଦିଅ। » ଯୀଶୁ ସମାନଙ୍କେୁ କହିଲେ, « ଯାଅ! » ତେଣୁ ଭୂତମାନେ ମଣିଷଙ୍କ ଦହରେୁ ବାହାରି ଘୁଷୁରିମାନଙ୍କ ଦହକେୁ ଚାଲିଗଲେ। ତାପରେ ସହେି ଘୁଷୁରିପଲ ତୀଖ ପାହାଡରୁ ତଳକୁ ଗଡିଯାଇ ଶଷେ ରେ ହ୍ରଦ ରେ ବୁଡିଗଲେ। ସଠାେରେ ଘୁଷୁରି ଚରାଉଥିବା ଲୋକେ ଥିଲେ। ସମାନେେ ନଗରକୁ ଦୌଡି ପଳାଇଲେ। ସଠାେରେ ଲୋକଙ୍କ ଆଗ ରେ ଘୁଷୁରିପଲ ଓ ଭୂତ ଗ୍ରସ୍ତ ଲୋକଙ୍କ ବିଷୟ ରେ ଯାହା ଯାହା ଘଟିଥିଲା, ସହୁକଥା ଗୋଟି ଗୋଟି କରି କହିଗଲେ। ତାପରେ ନଗରର ସବୁ ଲୋକେ ଯୀଶୁଙ୍କୁ ଭଟେିବାକୁ ଆସିଗଲେ। ସମାନେେ ଯୀଶୁଙ୍କୁ ଦେଖି ତାହାଙ୍କୁ ସମାନେେ ସହେି ଅଞ୍ଚଳ ଛାଡି ଚାଲିୟିବା ପାଇଁ ବିନତି କଲେ » (ମାଥିଉ 8:28-34)|

ଯୀଶୁ ଖ୍ରୀଷ୍ଟ ପ୍ରେରିତ ପିତରଙ୍କ ଶାଶୁଙ୍କୁ ସୁସ୍ଥ କରନ୍ତି: « ପରେ ଯୀଶୁ ପିତରଙ୍କ ଘରକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ; ସେଥିରେ ସେ ତାହାଙ୍କର ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ଉଠି ତାହାଙ୍କର ସେବା କରିବାକୁ ଲାଗିଲେ » (ମାଥିଉ 8:14,15)|

ଯୀଶୁ ଖ୍ରୀଷ୍ଟ ତାଙ୍କ ଡାହାଣ ହାତରେ ଜଣେ ପକ୍ଷାଘାତ ରୋଗୀକୁ ସୁସ୍ଥ କରନ୍ତି: « ଆଉ ଗୋଟିଏ ବିଶ୍ରାମବାର ରେ ଯୀଶୁ ଯିହୂଦୀ ସମାଜଗୃହକୁ ଗଲେ। ସଠାେରେ ସେ ଲୋକମାନଙ୍କୁ ଉପଦେଶ ଦେଲେ। ସଠାେରେ ଗୋଟିଏ ଲୋକ ଥିଲା, ଯାହାର ଡାହାଣ ହାତଟି ପଙ୍ଗୁ ହାଇେ ଯାଇଥିଲା। ବିଶ୍ରାମବାର ରେ ଯୀଶୁ କାହାରିକୁ ସୁସ୍ଥ କରି ଦେଉଛନ୍ତି କି ନାହିଁ ତାହା ଦେଖିବା ପାଇଁ ସଠାେରେ ଯିହୂଦୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ ଅପେକ୍ଷା କରି ରହିଥିଲେ। ସମାନେେ ଦେଖିବାକୁ ଚାହୁଁଥିଲେ ଯେ ଯୀଶୁ କିଛି ଭୁଲ କାମ କଲେ ସମାନେେ ତାହାଙ୍କୁ ଦୋଷୀ ସାବ୍ଯସ୍ତ କରିପାରିବେ। କିନ୍ତୁ ସମାନେେ କ’ଣ ଭାବୁଛନ୍ତି, ତାହା ଯୀଶୁ ଜାଣି ପାରିଲେ। ତେଣୁ ଯେଉଁ ଲୋକଟିର ହାତ ପଙ୍ଗୁ ହାଇଯୋଇଥିଲା, ଯୀଶୁ ତାହାକୁ କହିଲେ, « ଉଠ ଓ ସମସ୍ତଙ୍କ ଆଗ ରେ ଠିଆ ହାଇେ ଯାଅ। » ସେ ଉଠିପଡି ସମସ୍ତଙ୍କ ଆଗ ରେ ଠିଆ ହାଇଗେଲା। ତା’ପରେ ଯୀଶୁ ଲୋକମାନଙ୍କୁ କହିଲେ, « ମୁଁ ତୁମ୍ଭମାନଙ୍କୁ ପଚାରୁଛି ବିଶ୍ରାମବାର ରେ କାହାରି ମଙ୍ଗଳ କରିବା ନା କାହାରି କ୍ଷତି କରିବା ଉଚିତ? କାହାରି ଜୀବନ ରକ୍ଷା କରିବା ଉଚିତ ନା କାହାରି ଜୀବନ ନଷ୍ଟ କରିବା। » ଯୀଶୁ ଚାରିଆଡକୁ ସମସ୍ତଙ୍କ ଉପରେ ଦୃଷ୍ଟି ପକଇେଲେ ଓ ପୁଣି ସହେି ଲୋକଟିକୁ କହିଲେ, « ତୁମ୍ଭ ହାତ ବଢାଅ। » ସେ ସହେିଭଳି କଲା ଓ ତା ହାତ ପୁଣି ସୁସ୍ଥ ହାଇଗେଲା। ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଖୁବ୍ ରାଗିଗଲେ। ସମାନେେ ନିଜ ନିଜ ଭିତ ରେ କଥାବାର୍ତ୍ତା କଲେ, « ଯୀଶୁଙ୍କ ପାଇଁ କ’ଣ କରାୟିବ? » » (ଲୂକ 6:6-11)|

ଯୀଶୁ ଖ୍ରୀଷ୍ଟ ଏଡିମା, ଶରୀରରେ ତରଳ ପଦାର୍ଥର ଅତ୍ୟଧିକ ଜମା ହୋଇଥିବା ବ୍ୟକ୍ତିଙ୍କୁ ସୁସ୍ଥ କରନ୍ତି: « ଟିଏ ବିଶ୍ରାମବାର ରେ ଯୀଶୁ ଜଣେ ପ୍ରଧାନ ଫାରୂଶୀଙ୍କ ଘରକୁ ତାହାଙ୍କ ସହିତ ଏକାଠି ଖାଇବା ପାଇଁ ଗଲେ। ସଠାେରେ ଥିବା ପ୍ରେତ୍ୟକକ ଲୋକ ଯୀଶୁଙ୍କୁ ସତର୍କତାର ସହିତ ଲକ୍ଷ୍ଯ କରୁଥିଲେ। ଜଣେ ‘ଜଳୋଦର’ ରୋଗୀକୁ ଯୀଶୁଙ୍କ ସାମନାକୁ ଅଣାଗଲା। ଯୀଶୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନଙ୍କୁ ପଚାରିଲେ, « ବାଶ୍ରାମବାର ରେ ଭଲ କରିଦବୋ ଠିକ୍ ନା ଭୁଲ? » ସମାନେେ କିନ୍ତୁ ଚୁପ୍ ରହିଲେ। ତେଣୁ ଯୀଶୁ ଲୋକଟିକୁ ଧରି ସୁସ୍ଥ କରି ଦେଲେ। ତା’ପରେ ସହେି ଲୋକଟି ଚାଲିଗଲା। ଯୀଶୁ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ କହିଲେ, « ଯଦି ବାଶ୍ରାମବାର ରେ ତୁମ୍ଭମାନଙ୍କ ପୁଅ କିମ୍ବା ତୁମ୍ଭମାନଙ୍କ ବଳଦଟି କୂଅ ଭିତ ରେ ଖସିପଡେ, ତବେେ ତୁମ୍ଭମାନେେ କ’ଣ ତାକୁ ସଙ୍ଗେସଙ୍ଗେ ବାହାରକୁ ଟାଣି ଆଣିବ ନାହିଁ? » ଯୀଶୁ ଯାହା ପଚାରିଲେ ସମାନେେ କିଛି ଉତ୍ତର ଦଇେ ପାରିଲେ ନାହିଁ » (ଲୂକ 14:1-6)|

ଯୀଶୁ ଖ୍ରୀଷ୍ଟ ଜଣେ ଅନ୍ଧକୁ ସୁସ୍ଥ କରନ୍ତି: « ସେ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ବାଟ ପାଖରେ ବସି ଭିକ ମାଗୁଥିଲା । ସେ ଲୋକମାନଙ୍କ ଯାଉଥିବାର ଶବ୍ଦ ଶୁଣି କଥା କ’ଣ ବୋଲି ପଚାରିବାକୁ ଲାଗିଲା । ସେମାନେ ତାହାକୁ କହିଲେ, ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଅଛନ୍ତି । ସେଥିରେ ସେ ଉଚ୍ଚସ୍ୱରରେ କହିଲେ, ହେ ଯୀଶୁ, ଦାଉଦ ସନ୍ତାନ, ମୋତେ ଦୟା କରନ୍ତୁ । ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାଙ୍କୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ଦାଉଦ ସନ୍ତାନ ମୋତେ ଦୟା କରନ୍ତୁ । ସେଥିରେ ଯୀଶୁ ଠିଆ ହୋଇ ଅନ୍ଧକୁ ଆପଣା ନିକଟକୁ ଆଣିବା ପାଇଁ ଆଦେଶ ଦେଲେ; ଯେତେବେଳେ ଅନ୍ଧଟି ପାଖକୁ ଆସିଲା, ଯୀଶୁ ତାହାକୁ ପଚାରିଲେ, ମୁଁ ତୁମ୍ଭ ପାଇଁ କ’ଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ ? ଅନ୍ଧ କହିଲା, ହେ ପ୍ରଭୁ, ମୁଁ ଯେପରି ଦେଖି ପାରିବି । ଯୀଶୁ ତାହାକୁ କହିଲେ, ଦୃଷ୍ଟି ପାଅ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି । ସେହିକ୍ଷଣି ସେ ଦେଖି ପାରିଲେ ଏବଂ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ଏବଂ ଲୋକ ସମସ୍ତେ ତାହା ଦେଖି ଈଶ୍ୱରଙ୍କ ପ୍ରଶଂସା କଲେ » (ଲୂକ 18:35-43)|

ଯୀଶୁ ଖ୍ରୀଷ୍ଟ ଦୁଇ ଅନ୍ଧଙ୍କୁ ସୁସ୍ଥ କରନ୍ତି: « ଯୀଶୁ ସହେି ସ୍ଥାନ ଛାଡି ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ଲୋକ ତାହାଙ୍କୁ ଅନୁସରଣ କଲେ। ସମାନେେ ପାଟି କରି କହୁଥିଲେ,  » ହେ ଦାଉଦଙ୍କ ପୁତ୍ର , ଆମ୍ଭମାନଙ୍କୁ ଦୟା କର। » ଯୀଶୁ ପୁଣି ଭିତରକୁ ଗଲେ, ଅନ୍ଧ ଦୁଇଟି ମଧ୍ଯ ତାହାଙ୍କ ସଙ୍କ ରେ ଗଲେ। ଯୀଶୁ ସମାନଙ୍କେୁ ପଚାରିଲେ, « ତୁମ୍ଭେ କ’ଣ ବିଶ୍ବାସ କରୁଛ ଯେ, ମୁଁ ତୁମ୍ଭକୁ ଆଖି ଦାନ କରି ପାରିବି? » ସମାନେେ ଉତ୍ତର ଦେଲେ, « ହଁ, ପ୍ରଭୁ »। ତା’ପରେ ଯୀଶୁ ସମାନଙ୍କେ ଆଖିକୁ ଛୁଇଁଲେ। ସେ କହିଲେ, « ତୁମ୍ଭେ ଯେପରି ବିଶ୍ବାସ କରିଅଛ, ତୁମ୍ଭ ପ୍ରତି ସପରେି ହେଉ। » ତା’ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସମାନଙ୍କେୁ ଦୃଢଭାବରେ ଚତାବେନୀ ଦଇେ କହିଲେ, « ଏ ବିଷୟ ଅନ୍ୟକୁ କହିବ ନାହିଁ। » କିନ୍ତୁ ଅନ୍ଧ ଦୁ ହେଁ ଓ ଖବର ସେ ଅଞ୍ଚଳ ସାରା ପ୍ରଚାର କରି ଦେଲେ » (ମାଥିଉ 9:27-31)|

ଯୀଶୁ ଖ୍ରୀଷ୍ଟ ଏକ ବଧିର ମୂକକୁ ସୁସ୍ଥ କରନ୍ତି: “ତା’ପରେ ଯୀଶୁ ସୋର ଆଖ-ପାଖ ଅଞ୍ଚଳ ଛାଡି ଦକୋପଲି ରାସ୍ତା ରେ ସୀଦୋନ ହାଇେ ଗାଲିଲୀ ହ୍ରଦ ପାଖକୁ ଆସିଲେ। ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ମୂକ ଓ ବଧିର ଥିଲା। ଲୋକମାନେ ଯୀଶୁଙ୍କୁ ଆନୁ ରୋଧ କଲେ ଯେ ସେ ତାହାଙ୍କ ହାତ ଲୋକଟି ଉପରେ ରଖି ତାକୁ ଭଲ କରି ଦିଅନ୍ତୁ। ଯୀଶୁ ସେ ଲୋକଟିକୁ ଭିଡଠାରୁ ଟିକିଏ ଦୂରକୁ ଗୋଟିଏ ପାଖକୁ ନଇଗେଲେ। ସେ ସହେି ଲୋକଟିର କାନ ଭିତ ରେ ନିଜ ଆଙ୍ଗୁଳିଗୁଡିକୁ ରଖିଲେ। ତା’ପରେ ସେ ଛପେ ପକାଇଲେ ଓ ଲୋକଟିର ଜିଭକୁ ଛୁଇଁଲେ। ଯୀଶୁ ପୁଣି ସ୍ବର୍ଗ ଆଡକୁ ଚାହିଁ ଦୀର୍ଘ ନିଶ୍ବାସ ପକାଇଲେ। ସେ ଲୋକଟିକୁ କହିଲେ, « ଇପ୍ପଥଃ » ଅର୍ଥାତ ‘ଖାଲିେ ଯାଉ। ତତ୍କ୍ଷଣାତ୍ ତାର କାନ ଖାଲିେ ଗଲା। ଜିଭର ଗ୍ରନ୍ଥି ଖାଲିଗେଲା। ସେ ସ୍ପଷ୍ଟ ଭାବରେ କହି ପାରିଲା। ଯୀଶୁ ସମାନଙ୍କେୁ ଆଜ୍ଞା ଦେଲେ ଯେ ଏ ବିଷୟ ରେ କାହାକୁ କିଛି ଯେପରି ନକୁହନ୍ତି। ଯୀଶୁ ସଦା ବେଳେ ଲୋକଙ୍କୁ ଆଜ୍ଞା ଦେଉଥିଲେ ଯେ ସମାନେେ ଅନ୍ୟ କାହାକୁ ତାହାଙ୍କ ବିଷୟ ରେ କିଛି ନ କୁହନ୍ତୁ। କିନ୍ତୁ ଏହାର ପରିଣାମ ରେ ଲୋକେ ତାହାଙ୍କ ବିଷୟ ରେ ଅଧିକରୁ ଅଧିକ ପ୍ରଚାର କରୁଥିଲେ। ଲୋକମାନେ ବାସ୍ତବ ରେ ଆଶ୍ଚର୍ୟ୍ଯ ହାଇେ ଯାଇଥିଲେ। ସମାନେେ କହୁଥିଲେ, « ଯୀଶୁ ସବୁ କିଛି ସୁସ୍ଥ କରୁଛନ୍ତି, ଏପରିକୁ ସେ ବଧିରକୁ ଶ୍ରବଣ -ଶକ୍ତି ଓ ମୂକକୁ ବାକ୍ ଶକ୍ତି ପ୍ରଦାନ କରୁଛନ୍ତି। »” (ମାର୍କ 7:31-37)|

ଯୀଶୁ ଖ୍ରୀଷ୍ଟ ଜଣେ କୁଷ୍ଠରୋଗୀଙ୍କୁ ସୁସ୍ଥ କରନ୍ତି: « ଏଥିମଧ୍ୟରେ ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ଆଣ୍ଠୁପାତି ତାହାଙ୍କୁ ବିନତି କରି କହିଲା, « ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରି ପାରନ୍ତି । » ସେଥିରେ ସେ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କଲେ ଓ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ । ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ଓ ସେ ଶୁଚି ହେଲା » (ମାର୍କ 1:40-42)|

ଯୀଶୁ ଦଶ ଜଣ କୁଷ୍ଠରୋଗୀଙ୍କୁ ସୁସ୍ଥ କଲେ: « ଯୀଶୁ ୟିରୂଶାଲମ ଯାତ୍ରା କରୁଥିଲେ। ସେ ଗାଲୀଲୀରୁ ଶମିରୋଣକୁ ଗଲେ। ସେ ଗୋଟିଏ େଛାଟ ନଗରକୁ ଆସିଲେ। ସଠାେରେ ତାହାଙ୍କୁ ଦଶ ଜଣ ଲୋକ ଭଟେିଲେ। ସହେି ସମସ୍ତଙ୍କର କୁଷ୍ଠ ରୋଗ ହାଇେଥିବାରୁ ସମାନେେ କହେି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ। କିନ୍ତୁ ସମାନେେ ଯୀଶୁଙ୍କୁ ପାଟି କରି ଡାକିଲେ,  » ହେ ପ୍ରଭୁ ଯୀଶୁ! ଦୟାକରି ଆମ୍ଭକୁ ସାହାୟ୍ଯ କର। » ଯୀଶୁ ଲୋକମାନଙ୍କୁ ଦେଖି କହିଲେ, « ତୁମ୍ଭମାନେେ ଯାଇ ନିଜ ଦହକେୁ ଯାଜକମାନଙ୍କୁ ଦଖାେଅ। » ସହେି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲା ବେଳେ ସୁସ୍ଥ ହାଇଗେଲେ। ଜଣେ ଲୋକ ନିଜକୁ ସୁସ୍ଥ ହାଇେ ଯାଇଥିବାର ଦେଖି ଯୀଶୁଙ୍କ ପାଖକୁ ଫରେି ଆସିଲା। ସେ ବଡ ପାଟିକରି ନଇଁପଡି ପ୍ରଣାମ କଲା ଓ ତାହାଙ୍କୁ ଧନ୍ଯବାଦ ଦୋଲା। ସେ ଯୀଶୁଙ୍କ ପାଦତଳେ ନଇଁପଡି ପ୍ରମାଣ କଲା ଓ ତାହାଙ୍କୁ ଧନ୍ଯବାଦ ଦଲୋ। ଏହି ଲୋକଟି ଶମିରୋଣର ଅଧିବାସୀ ଥିଲା। ସେ ଯିହୂଦୀ ନଥିଲା, ଯୀଶୁ ଉତ୍ତର ଦେଲେ, « ଦଶ ଜଣ ଲୋକ ସୁସ୍ଥ ହେଲେ, ତବେେ ଅନ୍ୟ ନଅ ଜଣ କାହାଁନ୍ତି? ସୁସ୍ଥ ହାଇେ ସାରିବା ପରେ ପୁଣି ଫରେି ଆସି ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଇବା ପାଇଁ କ’ଣ ଏହି ଶମିରୋଣୀୟ ଜଣକ କବଳେ ଥିଲା? » ତା’ପରେ ଯୀଶୁ ତାହାକୁ କହିଲେ, « ଠିଆ ହୁଅ। ତୁମ୍ଭେ ଏବେ ଯାଅ। ତୁମ୍ଭର ବିଶ୍ବାସ କରିଥିବା ହତେୁ ତୁମ୍ଭେ ଭଲ ହାଇଗେଲ। » » (ଲୂକ 17:11-19)|

ଯୀଶୁ ଖ୍ରୀଷ୍ଟ ଏକ ପକ୍ଷାଘାତ ରୋଗକୁ ସୁସ୍ଥ କରନ୍ତି: « ଏଥିଉତ୍ତାରେ ଯିହୂଦୀମାନଙ୍କର ଗୋଟିଏ ପର୍ବ ପଡ଼ିଲା, ଆଉ ଯୀଶୁ ଯିରୂଶାଲମକୁ ଯାତ୍ରା କଲେ । ଯିରୂଶାଲମର ମେଷଦ୍ୱାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି; ଏବ୍ରୀ ଭାଷାରେ ତାହାକୁ ବେଥେସ୍‍ଦା ବୋଲି କହନ୍ତି, ତାହାର ପାଞ୍ଚୋଟି ମଣ୍ଡପ । ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ିରହୁଥିଲେ । [ସେମାନେ ଜଳସଞ୍ଚଳନ ଅପେକ୍ଷାରେ ରହୁଥିଲେ; ଯୀଶୁ ତାକୁ ପଡ଼ିରହିଥିବା ଦେଖି ବହୁକାଳର ରୋଗୀ ବୋଲି ଜାଣି ତାକୁ ପଚାରିଲେ, ତୁମ୍ଭେ କ’ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ ? ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନିଯିବା ପାଇଁ ମୋହର କେହି ନାହିଁ; ଆଉ, ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ’ ଆଗରୁ ପଶିଯାଏ । ଯୀଶୁ ତାକୁ କହିଲେ, ଉଠ, ତୁମ୍ଭର ଖଟିଆ ଘେନି ଚାଲ । ସେହିକ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା । ସେ ଦିନ ବିଶ୍ରାମବାର ଥିଲା » (ଯୋହନ 5:1-9)|

ଯୀଶୁ ଖ୍ରୀଷ୍ଟ ଅପସ୍ମାରକୁ ସୁସ୍ଥ କରନ୍ତି: « ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଲୋକମାନଙ୍କ ପାଖକୁ ଫରେି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗ ରେ ଆଣ୍ଠୁ ମାଡ଼ି ପଡ଼ିଗଲେ। ସେ କହିଲା, « ପ୍ରଭୁ, ମାରେ ପୁଅ ଉପରେ ଦୟା କର। ସେ ମୂର୍ଚ୍ଛା ରୋଗ ରେ ବଡ଼ କଷ୍ଟ ପାଉଛି। ଅନକେ ସମୟରେ ସେ ନିଆଁ ରେ କିମ୍ବା ପାଣି ରେ ପଡ଼ି ଯାଉଛି। ମୁଁ ତାକୁ ତୁମ୍ଭ ଶିଷ୍ଯମାନଙ୍କ ପାଖକୁ ଆଣିଥିଲି। କିନ୍ତୁ ସମାନେେ ତାକୁ ସୁସ୍ଥ କରି ପାରିଲେ ନାହିଁ। » ଯୀଶୁ କହିଲେ, « ତୁମ୍ଭମାନଙ୍କର ବିଶ୍ବାସ ନାହିଁ। ତୁମ୍ଭମାନେେ ମନ୍ଦ ଜୀବନ କାଟୁଛ। ମୁଁ ଆଉ କେତଦେିନ ତୁମ୍ଭମାନଙ୍କ ସହିତ ରହିବି? କେତେ ସମୟ ପର୍ୟ୍ଯନ୍ତ ଲୋର ର୍ଧୈୟ୍ଯ ରହିବ? ସେ ପିଲାଟିକୁ ମାେ ପାଖକୁ ଆଣ। » ତା’ପରେ ଯୀଶୁ ପିଲାଟିର ଦହେ ଭିତ ରେ ରହିଥିବା ଭୂତଟିକୁ କଠାେର ଆଦେଶ ଦେଲେ। ଭୂତଟି ତା ଦହରେୁ ବାହାରି ଆସିଲା। ସହେି ମୁହୂର୍ତ୍ତ ରେ ପିଲାଟି ସୁସ୍ଥ ହାଇଗେଲା। ତା’ପରେ ଯୀଶୁଙ୍କ ଶିଷ୍ଯମାନେ ତାହାଙ୍କୁ ନିରୋଳା ରେ ଭଟେି ପଚାରିଲେ, « ଆମ୍ଭମାନେେ ଭୂତକୁ ତଡ଼ିଦବୋକୁ କାହିଁକି ସକ୍ଷମ ହାଇେ ପାରିଲୁ ନାହିଁ? » ଯୀଶୁ କହିଲେ, « ତାହା କବଳେ ତୁମ୍ଭର ଅଳ୍ପ ବିଶ୍ବାସର ୟୋଗୁ ହେଲା। ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭର ଯଦି ଗୋଟିଏ ଶାରେିଷ ଦାନା ପରିମାଣର ମଧ୍ଯ ବିଶ୍ବାସ ଅଛି, ତବେେ ତୁମ୍ଭେ ଏହି ପର୍ବତକୁ କହିପାରିବ, ‘ଏ ଜାଗାରୁ ସେ ଜାଗାକୁ ଚାଲିଯାଅ,’ ଏବଂ ପର୍ବତ ଚାଲିୟିବ। ତୁମ୍ଭ ପାଇଁ କିଛି ଅସମ୍ଭବ ହାଇେ ରହିବ ନାହିଁ » (ମାଥିଉ 17:14-20)|

ଏହା ନ ଜାଣି ଏକ ଚମତ୍କାର: « ଯୀଶୁ ଯେତବେେଳେ ଯାଈରସର ଘରକୁ ଯାଉଥିଲେ, ସେତବେେଳେ ବହୁ ସଂଖ୍ଯା ରେ ଲୋକ ତାହାଙ୍କ ଘର ଚାରିପାଖକୁ ଆସିଗଲେ। ସଠାେରେ ଜଣେ ସ୍ତ୍ରୀ ଲୋକ ମଧ୍ଯ ଥିଲା। ତା’ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତାର ସମସ୍ତ ଅର୍ଥ ଔଷଧ ରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦବୋ ପାଇଁ ସମର୍ଥ ହାଇେ ନଥିଲେ। ସହେି ସ୍ତ୍ରୀ ଲୋକ ଯୀଶୁଙ୍କ ପଛପଟୁ ଆସି ତାହାଙ୍କ ଜାମାର ତଳକୁ ଛୁଇଁ ଦଲୋ। ତତ୍କ୍ଷଣାତ୍ ତାର ରକ୍ତସ୍ରାବ ବନ୍ଦ ହାଇଗେଲା। ସେତବେେଳେ ଯୀଶୁ ପଚାରିଲେ,  » ମାେତେ କିଏ ଛୁଇଁଲା? » କିନ୍ତୁ ଯୀଶୁ କହିଲେ, « ଜଣେ କହେି ମାେତେ ଛୁଇଁଛି। କାରଣ ମାଠାରୁେ ଶକ୍ତି ବାହାରି ଯାଇଥିବା ମୁଁ ଅନୁଭବ କରିଛି। » ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗ ରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁ ଦଲୋ, ସଇେ କଥା ସବୁ ଲୋକମାନଙ୍କ ଆଗ ରେ କହିଲା। ସେ କହିଲା ଯେ, ଯେତବେେଳେ ସେ ଯୀଶୁଙ୍କୁ ଛୁଇଁ ଦଲୋ, ତତ୍କ୍ଷଣାତ୍ ସେ ସୁସ୍ଥ ହାଇଗେଲା। ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ,  » ହେ ଝିଅ, ତୁମ୍ଭେ ବିଶ୍ବାସ କଲ ସେଥିପାଇଁ ସୁସ୍ଥ ହାଇଗେଲ। ଏଥର ଶାନ୍ତି ରେ ଯାଅ। » » (ଲୂକ 8:42-48)|

ଯୀଶୁ ଖ୍ରୀଷ୍ଟ ଦୂରରୁ ସୁସ୍ଥ କରନ୍ତି: « ଯୀଶୁ ଲୋକମାନଙ୍କୁ ଯାହାସବୁ ଶୁଣଇବୋକୁ ଚାହୁଁଥିଲେ, ସେ ସମସ୍ତ କହି ସାରିବା ପରେ ସେ କଫର୍ନାହୂମ ଚାଲିଗଲେ। ସେ ସମୟରେ କଫର୍ନାହୂମ ରେ ଜଣେ ଶତ ସନୋପତି ଥିଲେ। ତାହାଙ୍କର ଗୋଟିଏ ଚାକର ଏତେ ବମାରେ ଥିଲା ଯେ ସେ ପ୍ରାୟ ମରିୟିବା ଅବସ୍ଥା ରେ ଥିଲା। ଶତ ସନୋପତି ଚାକରଟିକୁ ଖୁବ୍ ଭଲ ପାଉଥିଲେ। ଶତ ସନୋପତି ଜଣକ ଯୀଶୁଙ୍କ ବିଷୟ ରେ ଶୁଣି ତାହାଙ୍କ ପାଖକୁ କେତକେ ପ୍ରାଚୀନ ଯିହୂଦୀନେତାଙ୍କୁ ପଠାଇଲେ। ସେ ଚାହୁଁଥିଲେ ଯେ ଲୋକେ ଯାଇ ଯୀଶୁଙ୍କ ଆସିବାକୁ ଅନୁରୋଧ କରନ୍ତୁ ଓ ଯୀଶୁ ଆସି ଚାକରଟିର ଜୀବନ ରକ୍ଷା କରିଦିଅନ୍ତୁ। ସହେି ପ୍ରାଚୀନ ନେତାମାନେ ଯୀଶୁଙ୍କ ପାଖକୁ ଗଲେ। ସମାନେେ ଯୀଶୁଙ୍କୁ ଅନୁନୟ ପୂର୍ବକ ଅନୁ ରୋଧ କରି କହିଲେ, « ଶତ ସନୋପତି ଜଣକ ଆପଣଙ୍କ ସାହାୟ୍ଯ ପାଇବାକୁ ଯୋଗ୍ଯ। ସେ ଆମ୍ଭ ଲୋକଙ୍କୁ ଭଲ ପାଆନ୍ତି ଏବଂ ଆମ୍ଭ ପାଇଁ ସମାଜଗୃହ ତିଆରି କରିଛନ୍ତି। » ତେଣୁ ଯୀଶୁ ସମାନଙ୍କେ ସହିତ ୟିବାପାଇଁ ବାହାରି ପଡିଲେ। ଯୀଶୁ ଶତ ସନୋପତି ଘର ପାଖାପାଖି ଆସି ପହଞ୍ଚି ଯାଇଥବା ସମୟରେ ଶତ ସନୋପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, « ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମାେ ଘରକୁ ଆସିବେ। କବଳେ ସଇେଥିପାଇଁ ମୁଁ ନିଜେ ଆପଣଙ୍କ ପାଖକୁ ୟିବାକୁ ନିଜକୁ ଯୋଗ୍ଯ ମନେ କରି ନ ଥିଲି। ଆପଣ କବଳେ ଆଦେଶ ଦିଅନ୍ତୁ ଓ ମାରେ ଚାକରଟି ଭଲ ହାଇଯେିବ। ମୁଁ ଆପଣଙ୍କର ଅଧିକାର ବିଷୟ ରେ ବୁଝି ପାରୁଛି। ମୁଁ ନିଜେ ଜଣେ ଅଧିକାରୀଙ୍କ ଅଧିନ ରେ କାମ କରୁଛି ଏବଂ ମାେ ଅଧିନ ରେ ମଧ୍ଯ କେତକେ ସୈନ୍ଯ ରହିଛନ୍ତି। ମୁଁ ଯଦି ଜଣେ ସୈନ୍ଯକୁ କ ହେ, ‘ଯାଅ’ ତବେେ ସେ ଚାଲିଯାଏ। ମୁଁ ଯଦି ଆଉ ଜଣକୁ କ ହେ ଆସ ତବେେ ସେ ଗ୍ଭଲିଆ ସେ। ମୁଁ ଯଦି ମାେ ଚାକରକୁ କୁ ହେ, ‘ଏହା କର’, ତବେେ ସେ ତାହା କରେ। » ଯୀଶୁ ଏହା ଶୁଣିସାରି ବଡ ଆଶ୍ଚର୍ୟ୍ଯ ହାଇଗେଲେ। ସେ ତାହାଙ୍କୁ ଅନୁସରଣ କରୁଥିବା ଲୋକମାନଙ୍କ ଆଡକୁ ବୁଲି ପଡି କହିଲସେ « ମୁଁ ତୁମ୍ଭମାନଙ୍କୁ କହି ରଖୁଛି ଯେ ଏଭଳି ବିଶ୍ବାସ ମାେତେ ଇଶ୍ରାୟେଲ ରେ ମଧ୍ଯ ମିଳିନାହିଁ। » ଯୀଶୁଙ୍କ ପାଖକୁ ଯେଉଁ ଲୋକମାନଙ୍କୁ ପଠାଯାଇଥିଲା, ସମାନେେ ଘରକୁ ଫରେିୟିବା ପରେ ଦେଖିଲେ ଯେ ଚାକରଟି ସୁସ୍ଥ ହାଇେ ଯାଇଛି » (ଲୂକ 7: 1-10)|

ଯୀଶୁ ଖ୍ରୀଷ୍ଟ ଜଣେ ଅସୁସ୍ଥ ମହିଳାଙ୍କୁ 18 ବର୍ଷ ପର୍ଯ୍ୟନ୍ତ ସୁସ୍ଥ କରନ୍ତି: « ଥରେ ଯୀଶୁ ବିଶ୍ରାମବାର ରେ ଗୋଟିଏ ଯୀହୂଦୀ ସମାଜଗୃହ ରେ ଉପଦେଶ ଦେଉଥିଲେ। ସଠାେରେ ଏପରି ଗୋଟିଏ ସ୍ତ୍ରୀ ଲୋକ ଥିଲା, ଯାହା ଦହେ ରେ ଗୋଟିଏ ଭୂତ ପ୍ରବେଶ କିର ରହିଥିଲା। ଭୂତ ସ୍ତ୍ରୀ ଲୋକଟିକୁ ଅଠର ବର୍ଷ ଧରି ପଙ୍ଗୁ କରି ପକାଇଥିଲା। ସେ କୁଜ୍ଜା ହାଇେ ନଇଁ ଯାଉଥିଲା। ସେ ଜମା ସିଧା ଠିଆ ହାଇେ ପାରୁନଥିଲା। ଯୀଶୁ ତାକୁ ଡାକି ପାଖ ରେ ଦେଖି କହିଲେ,  » ହେ ନାରୀ ତୁମ୍ଭର ପୀଡିତା ଅବସ୍ଥା ବର୍ତ୍ତମାନ ଚାଲିଯାଇଛି। » ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା’ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହବୋକୁ ସକ୍ଷମ ହେଲା। ସେ ପରମେଶ୍ବରଙ୍କ ସ୍ତୁତି କଲା। ଯୀଶୁ ବିଶ୍ରାମ ବାର ରେ ସ୍ତ୍ରୀ ଲୋକଟିକୁ ସୁସ୍ଥ କରିଦବୋରୁ ଯିହୂଦୀ ପ୍ରାର୍ଥନାଗୃହର ନେତା ରାଗିଗଲେ। ନେତା ଜଣକ ଲୋକମାନଙ୍କୁ କହିଲେ, « ସପ୍ତାହ ରେ କାମ କରିବାକୁ ଛଅ ଦିନ ରହିଛି। ତେଣୁ ତୁମ୍ଭମାନେେ ସୁସ୍ଥ ହବୋ ପାଇଁ ସେ ଭିତରୁ କୌଣସି ଦିନ ଆସ। ବିଶ୍ରାମବାର ରେ କବେେ ହେଲେ ସୁସ୍ଥ ହବୋପାଇଁ ଆସନାହିଁ। » ପ୍ରଭୁ ଯୀଶୁ ଉତ୍ତର ଦେଲେ, « ତୁମ୍ଭମାନେେ କପଟୀ। ତୁମ୍ଭମାନେେ ପ୍ରତିଦିନ ଏପରିକି ବିଶ୍ରାମବାର ରେ ମଧ୍ଯ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖାଲିେ ପାଣି ପିଆଇଥାଅ। ଏହି ଯେଉଁ ସ୍ତ୍ରୀ ଲୋକଟିକୁ ମୁଁ ସୁସ୍ଥ କରିଦଲେି ସେ ଆମ୍ଭର ଜଣେ ଯିହୂଦୀ ଭଉଣୀ ଶୟତାନ ତାକୁ ଅଠର ବର୍ଷ ହେଲା ବାନ୍ଧି ରଖିଥିଲା, ବିଶ୍ରାମବାର ରେ ସେଥିରୁ ସେ ମୁକ୍ତ ହବୋ କ’ଣ ଉଚିତ ନୁହେଁ? » ଯୀଶୁ ଏକଥା କହିବା ବେଳେ ଯେଉଁସବୁ ଲୋକେ ତାହାଙ୍କୁ ସମାଲୋଚନା କରୁଥିଲେ, ସମାନେେ ଲଜ୍ଜିତ ହେଲେ। ଯୀଶୁ ଯେଉଁସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ ମାନ କଲେ, ତାକୁ ଦେଖି ସବୁ ଲୋକ ଖୁସି ହେଲେ » (ଲୂକ 13:10-17)|

ଯୀଶୁ ଖ୍ରୀଷ୍ଟ ଜଣେ ଅଣ ଇସ୍ରାଏଲୀୟ ସ୍ତ୍ରୀର ସନ୍ତାନକୁ ସୁସ୍ଥ କରନ୍ତି: « ଯୀଶୁ ସେ ସ୍ଥାନଛାଡି ସୋର ଓ ସୀଦୋନ ଅଞ୍ଚଳକୁ ଚାଲିଗଲେ। ସହେି ଅଞ୍ଚଳର ଜମେ କିଣାନୀଯା ସ୍ତ୍ରୀ ଆସି ବଡପାଟି କରି କହିଲା,  » ହେ ପ୍ରଭୁ! ହେ ଦାଉଦଙ୍କ ପୁତ୍ର! ମାେ ପ୍ରତି ଦୟା କରନ୍ତୁ। ମାେ ଝିଅ ଦହେ ରେ ଗୋଟିଏ ଭୂତ ପଶି ରହିଛି। ମାେ ଝିଅ ଭାରି କଷ୍ଟ ପାଉଛି। » ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ,  » ସେ ଆମ୍ଭ ପେଛ ପେଛ ପାଟି କରି ଆସୁଛି। ତାକୁ ଚାଲି ୟିବାକୁ କହି ଦିଅନ୍ତୁ। » ଯୀଶୁ କହିଲେ, « ପରମେଶ୍ବର ମାେତେ କବଳେ ଇଶ୍ରାୟେଲର ହଜିଯାଇଥିବା ଲୋକ(ଯିହୂଦୀ)ମାନଙ୍କ ପାଇଁ ପଠାଇଛନ୍ତି। » ତା’ପରେ ସେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ପୁଣି ଥରେ ଆସିଲା। ସେ ଯୀଶୁଙ୍କୁ ପ୍ରଣାମ କରି କହିଲା,  » ହେ ପ୍ରଭୁ! ମାେତେ ସାହାୟ୍ଯ କରନ୍ତୁ। » ଯୀଶୁ କହିଲେ, « ପିଲାମାନଙ୍କ ଖାଦ୍ଯନଇେ କୁକୁରଗୁଡିକୁ ଦଇଦେବୋ ଠିକ୍ କାମ ହବେନାହିଁ। » ସହେି ସ୍ତ୍ରୀ କହିଲା, « ହଁ ପ୍ରଭୁ, ଏହା ଠିକ୍ କଥା। କିନ୍ତୁ ସମାନଙ୍କେ ମାଲିକମାନଙ୍କର ଖାଇବା ଟବେୁଲ ଉପରୁ ଖସି ପଡୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡୁକ ଖାଇଥାନ୍ତି। » ତା’ପରେ ଯୀଶୁ କହିଲେ,  » ହେ ନାରୀ! ତୁମ୍ଭର ଗଭୀର ବିଶ୍ବାସ ରହିଛି। ତୁମ୍ଭେ ମାଠାରୁେ ଯାହା ଚାହିଁଛ, ମୁଁ ତାହା କରି ଦବେି। » ଏହା କହିବା ମାତ୍ ରେ ସହେି ସ୍ତ୍ରୀର ଝିଅଟି ସଂମ୍ପୁର୍ଣ୍ଣ ରୂପା ଭଲ ହାଇଗେଲା » (ମାଥିଉ 15:21-28)|

ଯୀଶୁ ଖ୍ରୀଷ୍ଟ ପବନ ଏବଂ ସମୁଦ୍ରକୁ ଶାନ୍ତ କରନ୍ତି: « ସେ ନୌକାରେ ଚଢ଼ନ୍ତେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ପଛେ ପଛେ ଗଲେ । ପୁଣି, ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେ, ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା, ମାତ୍ର ସେ ଶୋଇଥିଲେ । ଆଉ ସେମାନେ ପାଖକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ । ସେ ସେମାନଙ୍କୁ କହିଲେ, ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ ? ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା । ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି » (ମାଥିଉ 8:23-27)| ଏହି ଚମତ୍କାର ଦର୍ଶାଏ ଯେ ପୃଥିବୀରେ ଆଉ ବିପର୍ଯ୍ୟୟ ଘଟିବ ନାହିଁ|

ଯୀଶୁ ଖ୍ରୀଷ୍ଟ ସମୁଦ୍ର ଉପରେ ବୁଲୁଥିଲେ: « ତା’ପରେ ଜମା ହାଇେଥିବା ଲୋକମାନଙ୍କୁ ବିଦାୟ କରି ସେ ପ୍ରାର୍ଥନା କରିବାକୁ ଏକାକୀ ପାହାଡ ଉପରକୁ ଗଲେ। ସନ୍ଧ୍ଯା ହାଇେ ସାରିଥିଲା, ଯୀଶୁ ସଠାେରେ ଏକୁଟିଆ ଥିଲେ। ସେତବେେଳକେୁ ହ୍ରଦ ଭିତ ରେ ଡଙ୍ଗା ଅନକେ ଦୂରକୁ ଚାଲିଯାଇଥିଲା। ଢେଉ ରେ ଧକ୍କା ଖାଇ ଡଙ୍ଗଟି ଟଳମଳ ହେଉଥିଲା। ଖୁବ୍ ଜାରେ ରେ ପ୍ରତିକୂଳ ପବନ ବହୁଥିଲା। ଯୀଶୁ ହ୍ରଦ ଉପରେ ଚାଲିକରି ରାତ୍ରିର ଚତୁର୍ଥ ପ୍ରହର ରେ ଶିଷ୍ଯମାନଙ୍କ ପାଖ ରେ ଯାଇ ପହନ୍ଚିଲେ। ଶିଷ୍ଯମାନେ ତାହାଙ୍କୁ ହ୍ରଦ ଉପରେ ଚାଲିକରି ଆସୁ ଥିବାର ଦେଖି ଭୟଭୀତ ହେଲେ। ସମାନେେ କୁହାକୁହି ହେଲେ, « ଏତ ଗୋଟିଏ ଭୂତ। » ସମାନେେ ଭୟ ରେ ଚିତ୍କାର କଲେ। ସଙ୍ଗେ ସଙ୍ଗେ ଯୀଶୁ ସମାନଙ୍କେୁ କହିଲେ, « ସାହାସ ଧର! ମୁଁ ପରା ଆସିଛି! ଭୟ କର ନାହିଁ। » ପିତର କହିଲେ, « ପ୍ରଭୁ, ଏହା ଯଦି ତୁମ୍ଭେ, ତବେେ ମାେତେ ପାଣି ଉପରେ ଚାଲି ତୁମ୍ଭ ନିକଟକୁ ୟିବାକୁ ଆଦେଶ ଦିଅ। » ଯୀଶୁ କହିଲେ, « ଚାଲି ଆସ। » ପିତର ଡଙ୍ଗାରୁ ବାହାରକୁ ଆସିଲେ। ସେ ପାଣି ଉପରେ ଚାଲି ଯୀଶୁଙ୍କ ଆଡକୁ ଗଲେ। ପିତର ଯୀଶୁଙ୍କ ଆଡକୁ ପାଣି ଉପରେ ଚାଲିକରି ଯାଉଥିବା ସମୟରେ ଜୋର୍ ରେ ପବନ ବହୁଥିଲା। ଢେଉ ଉଠୁଥିଲା। ଏହା ଦେଖି ପିତର ଭୟ କଲେ। ସେ ବୁଡି ୟିବାକୁ ଲାଗିଲେ। ସେ ପାଟି କରି ଡାକିଲେ, « ପ୍ରଭୁ, ମାେତେ ରକ୍ଷା କର। » ଯୀଶୁ ସଙ୍ଗେ ସଙ୍ଗେ ତାହାଙ୍କ ପାଖ ରେ ପହଞ୍ଚି ତାହାଙ୍କୁ ଧରି ପକାଇଲେ। ସେ ପିତରଙ୍କୁ କହିଲେ, « ତୁମ୍ଭର ବିଶ୍ବାସ ଅଳ୍ପ। ତୁମ୍ଭେ କାହିଁକି ସନ୍ଦହେ କଲ? » ଯୀଶୁ ଓ ପିତର ଡଙ୍ଗା ଉପରକୁ ଆସିୟିବା ପରେ ପବନ ବନ୍ଦ ହାଇଗେଲା। ଯେଉଁମାନେ ଡଙ୍ଗା ଉପରେ ଥିଲେ, ସମାନେେ ଯୀଶୁଙ୍କୁ ପ୍ରମାମ କଲେ ଓ କହିଲେ, « ପ୍ରକୃତ ରେ ତୁମ୍ଭେ ପରମେଶ୍ବରଙ୍କ ପୁତ୍ର। » » (ମାଥିଉ 14:23-33)|

ଚମତ୍କାର ମାଛ ଧରିବା: « ଯୀଶୁ ଗିନସରତେ ହ୍ରଦ କୂଳ ରେ ଠିଆ ହାଇେଥିଲେ। ତାହାଙ୍କ ଚାରିପଟେ ଘରେିଯାଇ ଠିଆ ହବୋକୁ ଲୋକମାନେ ଠଲୋପଲୋ ହେଉଥିଲେ। ସମାନେେ ତାହାଙ୍କ ଠାରୁ ପରମେଶ୍ବରଙ୍କ ଉପଦେଶ ବାଣୀ ଶୁଣିବାକୁ ଚାହୁଁଥିଲେ। ଯୀଶୁ ହ୍ରଦ କୂଳ ରେ ଦୁଇଟି ଡଙ୍ଗା ଥୁଆ ହାଇେଥିବାର ଦେଖିଲେ। କେଉଟମାନେ ସହେି ଡଙ୍ଗାରୁ ଓହା୍ଲଇ ତାହାଙ୍କ ଜାଲ ଧୋଉଥିଲେ। ଯୀଶୁ ସେଥିରୁ ଗୋଟିଏ ଡଙ୍ଗା ରେ ଚଢିଗଲେ। ସେ ଡଙ୍ଗାଟି ଶିମାନେ ଙ୍କର ଥିଲା। ଯୀଶୁ ଡଙ୍ଗାଟିକୁ କୂଳଠାରୁ ଅଳ୍ପ ଟିକିଏ ଭିତହକୁ ନାବାକୁ ଶିମାନଙ୍କେୁ କହିଲେ। ତା’ପରେ ସେ ଡଙ୍ଗାଟି ରେ ବସି ପଡିଲେ ଓ ସହେି ଡଙ୍ଗା ଉପରେ ଥାଇ ଲୋକମାନଙ୍କୁ ଉପଦେଶ ଦବୋକୁ ଲାଗିଲେ। ଉପଦେଶ ଦଇେ ସାରିବା ପରେ ଯୀଶୁ ଶିମାନଙ୍କେୁ କହିଲେ, « ଡଙ୍ଗାକୁ ଗଭୀର ଜଳକୁ ନଇେ ଚାଲ। ପାଣି ରେ ତୁମ୍ଭେ ସମସ୍ତେ ଯଦି ତୁମ୍ଭମାନଙ୍କର ଜାଲ ପକଇବେ, ତବେେ କିଛି ମାଛ ଧରିବ। » ଶମାନେ କହିଲେ, « ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭମାନେେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି। » କେଉଟମାନେ ସମାନଙ୍କେର ଜାଲ ପାଣି ରେ ପକଇେଲେ। ତାହାଙ୍କର ଜାଲସବୁ ଏତେ ମାଛ ରେ ବୋଝଇେ ହାଇଗେଲା ଯେ ଜାଲସବୁ ଛିଣ୍ଡି ୟିବାକୁ ଲାଗିଲା। ସମାନେେ ସାହାୟ୍ଯ ନିମନ୍ତେ ଅନ୍ୟ ଡଙ୍ଗା ରେ ଥିବା ତାହାଙ୍କର ଅଂଶୀଦାରମାନଙ୍କୁ ଡାକିଲେ। ସାଙ୍ଗମାନେ ଆସିଲେ। ଦୁଇଟି ଯାକ ଡଙ୍ଗା ମାଛ ରେ ଏତେ ଭର୍ତ୍ତି ହାଇଗେଲା ଯେ ଡଙ୍ଗା ଦୁଇଟି ପ୍ରାୟ ବୁଡିୟିବାକୁ ଲାଗିଲା। ଶିମାନେ ପିତର ଏବଂ ସମସ୍ତ କେଉଟମାନେ ଏତେ ଗୁଡିଏ ମାଛ ଧରିପାରିଥିବାରୁ ଆଶ୍ଚର୍ୟ୍ଯ ହାଇଗେଲେ। ଶିମାନେ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡିଯାଇ କହିଲେ,  » ହେ ପ୍ରଭୁ! ତୁମ୍ଭେ ମାେ ପାଖରୁ ଚାଲିଯାଅ। ମୁଁ ଜଣେ ପାପୀ ମଣିଷ। » ଜବଦେିଙ୍କ ଦୁଇ ପୁଅ ଯାକୁବ ଓ ଯୋହନ ମଧ୍ଯ ସହେିଭଳି ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ ଶିମାନଙ୍କେ ସାଙ୍ଗ ରେ ଏକାଠି କାମ କରୁଥିଲେ। ତା’ପରେ ସମାନେେ ସମାନଙ୍କେର ଡଙ୍ଗାଗୁଡିକୁ କୂଳକୁ ଆଣିଲେ। ସମାନେେ ସବୁ କିଛି ତ୍ଯାଗ କରିଦଇେ ଯୀଶୁଙ୍କ ଅନୁଗମନ କଲେ » (ଲୂକ 5: 1-11)|

ଯୀଶୁ ଖ୍ରୀଷ୍ଟ ରୋଟୀକୁ ଗୁଣ କରନ୍ତି: « ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହାଇେ ଆରପାରିକି ଗଲେ। ତାହାଙ୍କ ପେଛ ପେଛ ବହୁତ ଲୋକ ଗଲେ। ସମାନେେ ତାହାଙ୍କୁ ଅନୁସରଣ କଲେ, କାରଣ ଯୀଶୁ କି ପ୍ରକା ରେ ରୋଗୀମାନଙ୍କୁ ସୁସ୍ଥ କରି ଆପଣା ଶକ୍ତି ପ୍ରକାଶ କଲେ ତାହା ସମାନେେ ଦେଖିଥିଲେ। ଯୀଶୁ ପାହାଡ ଉପରକୁ ଚଢିଗଲେ। ସଠାେରେ ତାହାଙ୍କର ଶିଷ୍ଯମାନଙ୍କ ଗହଣ ରେ ବସିଲେ। ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହାଇଯୋଇଥିଲା। ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ଯା ରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପ୍ପଙ୍କୁ କହିଲେ, « ଫିଲିପ୍ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ୟଥେଷ୍ଟ ଖାଦ୍ୟ କିଣି ପାରିବା? » ସେ ଏକଥା ଫିଲିପ୍ପଙ୍କୁ ପରୀକ୍ଷା କରିବା ପାଇଁ ପଚାରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟ ରେ ଜାଣିଥିଲେ। ଫିଲିପ୍ପ ଉତ୍ତର ଦେଲେ, « ଏଠା ରେ ଥିବା ପ୍ରେତ୍ୟକକଙ୍କୁ ଖଣ୍ଡେ ଖଣ୍ଡେ ରୋଟୀ କିଣି ଦବୋ ପାଇଁ ଆମ୍ଭ ସମସ୍ତଙ୍କୁ ମା ସେ ପର୍ୟ୍ଯନ୍ତ କାମ କରି ଉପାର୍ଜନ କରିବାକୁ ପଡିବ। » ସଠାେରେ ଆଉଜଣେ ଶିଷ୍ଯ, ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ଶିମାନେ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ, « ଏଠା ରେ ଜଣେ ବାଳକ ଅଛି। ତା’ପାଖ ରେ ପାନ୍ଚୋଟି ରୋଟୀ ଓ ଦୁଇଟି େଛାଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ୟଥେଷ୍ଟ ହବେ ନାହିଁ। » ଯୀଶୁ କହିଲେ, « ସମସ୍ତଙ୍କୁ ବସିବାକୁ କୁହ। » ସଠାେରେ ପ୍ରଚୁର ଘାସ ଥିଲା। ସଠାେରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଥିଲେ। ଯୀଶୁ ରୋଟୀ ନଇେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ଯ ସହେିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ। ସବୁ ଲୋକମାନେ ୟଥେଷ୍ଟ ପରିମାଣ ରେ ଖାଇଲେ। ସମାନେେ ଖାଇ ସାରିବା ପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, « ବଳକା ମାଛ ଓ ରୋଟୀ ଏକାଠି କର, କିଛି ନଷ୍ଟ କର ନାହିଁ। » ତେଣୁ ଶିଷ୍ଯମାନେ ବଳକା ଥିବା ଖାଦ୍ୟ ଏକାଠି କଲେ। ଲୋକମାନେ କବଳେ ମାତ୍ର ପାନ୍ଚୋଟି ରୋଟୀରୁ ଖାଇବା ଆରମ୍ଭ କରିଥିଲେ କିନ୍ତୁ ଏବେ ଶିଷ୍ଯମାନେ ବଳକା ଖାଦ୍ୟକୁ ବାରଟି ଟୋକାଇ ରେ ଭର୍ତ୍ତି କଲେ। ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖି କହିଲେ,  » ସେ ନିଶ୍ଚୟ ଜଣେ ଭବିଷ୍ଯଦ୍ବକ୍ତା, ୟିଏ କି ଏହି ଜଗତକୁ ଆସିଛନ୍ତ। » ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଚାହୁଁଥିଲେ। ଯେତବେେଳେ ତାହାଙ୍କୁ ଧରି ନଇେ ରାଜା କରିବାର ଯୋଜନା ଲୋକେ କଲେ, ସେତବେେଳେ ସେ ସହେି ସ୍ଥାନ ଛାଡି ଏକୁଟିଆ ପାହାଡ ଉପରକୁ ଚାଲିଗଲେ » (ଯୋହନ 6:1-15)| ସମଗ୍ର ପୃଥିବୀରେ ପ୍ରଚୁର ଖାଦ୍ୟ ରହିବ (ଗୀତସଂହିତା 72:16; ଯିଶାଇୟ 30:23)|

ଯୀଶୁ ଖ୍ରୀଷ୍ଟ ଜଣେ ବିଧବା ପୁତ୍ରକୁ ପୁନରୁତ୍ଥାନ କଲେ: « ଏଥିଉତ୍ତାରେ ସେ ନାଇନ ନାମକ ନଗରକୁ ଯାତ୍ରା କଲେ, ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଯାଉଥିଲେ । ସେ ନଗରଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ । ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, ରୋଦନ କର ନାହିଁ । ଆଉ ସେ ନିକଟକୁ ଯାଇ କୋକେଇ ଛୁଇଁଲେ, ପୁଣି, ବୋହି ନେଉଥିବା ଲୋକମାନେ ଠିଆ ହୁଅନ୍ତେ ସେ କହିଲେ, ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ । ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି, ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ । ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ୱରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ୱର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି । ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦା ଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା » (ଲୂକ 7:11-17)|

ଯୀଶୁ ଖ୍ରୀଷ୍ଟ ଜାୟରସଙ୍କ ଝିଅ ପୁନରୁତ୍ଥାନ କଲେ: « ସେ ଏହି କଥା କହୁଥିବା ସମୟରେ ସମାଜଗୃହର ନେତାଙ୍କ ଘରୁ ଜଣେ ଆସି କହିଲା, ଆପଣଙ୍କ ଝିଅ ମରିଗଲାଣି, ଗୁରୁଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ । କିନ୍ତୁ ଯୀଶୁ ଏହା ଶୁଣି ତାହାଙ୍କୁ ଉତ୍ତର ଦେଲେ, ଭୟ କର ନାହିଁ କେବଳ ବିଶ୍ୱାସ କର, ଆଉ ସେ ବଞ୍ଚିବ । ପୁଣି, ସେ ଗୃହକୁ ଆସି ପିତର, ଯୋହନ ଓ ଯାକୁବ, ପୁଣି, ବାଳିକାର ପିତାମାତାଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଭିତରକୁ ଯିବା ପାଇଁ ଦେଲେ ନାହିଁ । ମାତ୍ର ସମସ୍ତେ ତାହା ପାଇଁ ରୋଦନ କରୁ କରୁ ଛାତିରେ ମାରିହେଉଥିଲେ । ସେଥିରେ ସେ କହିଲେ, ରୋଦନ କର ନାହିଁ; ସେ ମରି ନାହିଁ, ମାତ୍ର ଶୋଇପଡ଼ିଅଛି । କିନ୍ତୁ ସେ ମରିଯାଇଅଛି ବୋଲି ଜାଣିଥିବାରୁ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ । ମାତ୍ର ସେ ତାହାର ହାତ ଧରି ଡାକି କହିଲେ, ଆଗୋ ବାଳିକା, ଉଠ । ସେଥିରେ ତାହାର ଆତ୍ମା ଫେରିଆସିଲା ଆଉ ସେ ସେହିକ୍ଷଣି ଉଠିଲା, ପୁଣି, ସେ ତାହାକୁ କିଛି ଖାଇବାକୁ ଦେବା ପାଇଁ ଆଜ୍ଞା ଦେଲେ । 56ଏଥିରେ ତାହାର ପିତାମାତା ଆଚମ୍ଭିତ ହେଲେ; କିନ୍ତୁ ସେହି ଘଟଣାର କଥା କାହାକୁ ନ କହିବା ପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ » (ଲୂକ 8:49-56)|

ଯୀଶୁ ଖ୍ରୀଷ୍ଟ ତାଙ୍କ ବନ୍ଧୁ ଲାଜାରଙ୍କୁ ପୁନ c ଜୀବିତ କଲେ, ଯିଏ ଚାରି ଦିନ ପୂର୍ବରୁ ମୃତ୍ୟୁବରଣ କରିଥିଲେ: « ଯୀଶୁ ସେତେବେଳେ ଗ୍ରାମ ଭିତରକୁ ଆସି ନ ଥିଲେ, କିନ୍ତୁ ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଭେଟିଥିଲେ, ସେପର୍ଯ୍ୟନ୍ତ ସେ ସେହି ସ୍ଥାନରେ ଥିଲେ । ଅତଏବ, ଯେଉଁ ଯିହୂଦୀମାନେ ତାଙ୍କ ସହିତ ଗୃହରେ ଥାଇ ତାଙ୍କୁ ସାନ୍ତ୍ୱନା ଦେଉଥିଲେ, ସେମାନେ ମରିୟମଙ୍କୁ ଶୀଘ୍ର ଉଠି ବାହାରିଯିବା ଦେଖି, ସେ ସମାଧି ନିକଟରେ ରୋଦନ କରିବା ନିମନ୍ତେ ଯାଉଅଛନ୍ତି, ଏହା ମନେ କରି ତାଙ୍କ ପଛେ ପଛେ ଗଲେ । ସେଥିରେ ଯୀଶୁ ଯେଉଁ ସ୍ଥାନରେ ଥିଲେ, ମରିୟମ ସେହି ସ୍ଥାନରେ ଉପସ୍ଥିତ ହୋଇ ତାହାଙ୍କୁ ଦେଖି ତାହାଙ୍କର ଚରଣ ତଳେ ପଡ଼ି କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାଆନ୍ତେ, ତାହାହେଲେ ମୋ’ ଭାଇ ମରି ନ ଥା’ନ୍ତା । ଅତଏବ, ଯୀଶୁ ତାଙ୍କୁ ଓ ତାଙ୍କ ସହିତ ଆସିଥିବା ଯିହୂଦୀମାନଙ୍କୁ ରୋଦନ କରୁଥିବା ଦେଖି ଆତ୍ମାରେ ଗଭୀର ଭାବେ ଆଲୋଡିତ ହେଲେ, ପୁଣି, କର୍ତ୍ତବ୍ୟ ସାଧନ ନିମନ୍ତେ ଦୃଢ଼ ସଂକଳ୍ପରେ ପଚାରିଲେ, ତାଙ୍କୁ କେଉଁଠାରେ ରଖିଅଛ ? ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ଆସି ଦେଖନ୍ତୁ । ଯୀଶୁ କାନ୍ଦିଲେ । ସେଥିରେ ଯିହୂଦୀମାନେ କହିଲେ, ଦେଖ, ସେ ତାଙ୍କୁ କିପରି ସ୍ନେହ କରୁଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ କେହି କେହି କହିଲେ, ଏହି ଯେଉଁ ବ୍ୟକ୍ତି ସେହି ଅନ୍ଧର ଆଖି ଫିଟାଇଥିଲେ, ସେ କ’ଣ ଏହାର ମୃତ୍ୟୁ ମଧ୍ୟ ନିବାରଣ କରି ପାରି ନ ଥାଆନ୍ତେ ? ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ; ତାହା ଗୋଟିଏ ଗୁହା, ପୁଣି, ତା’ ମୁହଁରେ ଗୋଟାଏ ପଥର ଥିଲା । ଯୀଶୁ କହିଲେ, ଏହି ପଥର ଘୁଞ୍ଚାଇଦିଅ । ମୃତ ବ୍ୟକ୍ତିଙ୍କ ଭଗ୍ନୀ ମାର୍ଥା ତାହାଙ୍କୁ କହିଲେ, ପ୍ରଭୁ, ସେ ବାସିଗଲାଣି, କାରଣ ସେ ଚାରି ଦିନ ହେଲା ମଲାଣି । ଯୀଶୁ ତାଙ୍କୁ କହିଲେ, ଯଦି ତୁମ୍ଭେ ବିଶ୍ୱାସ କର, ତାହାହେଲେ ଈଶ୍ୱରଙ୍କ ମହିମା ଦେଖିବ, ଏହା କ’ଣ ମୁଁ ତୁମ୍ଭକୁ କହିଲି ନାହିଁ ? ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ । ଆଉ, ଯୀଶୁ ଊର୍ଦ୍ଧ୍ୱଦୃଷ୍ଟି କରି କହିଲେ, ପିତଃ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି । ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ, ଏହା ମୁଁ ଜାଣିଥିଲି; କିନ୍ତୁ ଯେଉଁ ଲୋକସମୂହ ଚତୁର୍ଦ୍ଦିଗରେ ଠିଆ ହୋଇଅଛନ୍ତି, ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ ସେମାନଙ୍କ ହେତୁ ମୁଁ ଏହା କହିଲି । ସେ ଏହା କହି ଉଚ୍ଚସ୍ୱରରେ ଡାକିଲେ, ଲାଜାର, ବାହାରି ଆସ । ମୃତ ଲୋକଟି ବାହାରି ଆସିଲେ; ତାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି, ତାଙ୍କ ମୁଖରେ ଖଣ୍ଡେ ଗାମୁଛା ଗୁଡ଼ା ହୋଇଥିଲା । ଯୀଶୁ ସେମାନଙ୍କୁ କହିଲେ, ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ » (ଯୋହନ 11:30-44)|

ଶେଷ ଚମତ୍କାର ମାଛ ଧରିବା (ଖ୍ରୀଷ୍ଟଙ୍କ ପୁନରୁତ୍ଥାନର କିଛି ସମୟ ପରେ): « ପରଦିନ ଅତି ସକାଳୁ ଯୀଶୁ ହ୍ରଦ କୂଳ ରେ ଠିଆ ହାଇେଥିଲେ। କିନ୍ତୁ ଶିଷ୍ଯମାନେ ତାହାଙ୍କୁ ଯୀଶୁ ବୋଲି ଜାଣି ନଥିଲେ। ତା’ପରେ ଶିଷ୍ଯମାନଙ୍କୁ କହିଲେ, « ବନ୍ଧୁମାନେ, ତୁମ୍ଭେ କିଛି ମାଛ ଧରିଛ କି? » ଯୀଶୁ କହିଲେ, « ତୁମ୍ଭର ଜାଲ ନେ ୗକାର ଡାହାଣ ପଟ ପାଣି ରେ ପକାଅ। ତୁମ୍ଭେ ସଠାେରେ ମାଛ ପାଇବ। » ଶିଷ୍ଯମାନେ ସହେିପରି କଲେ। ସମାନେେ ଏତେ ମାଛ ଧରିଲେ ଯେ, ସମାନେେ ଜାଲକୁ ନେ ୗକା ପର୍ୟ୍ଯନ୍ତ ଟାଣି ପାରିଲେ ନାହିଁ। ଯୀଶୁ ଯେଉଁ ଶିଷ୍ଯଙ୍କୁ ପ୍ ରମେ କରୁଥିଲେ, ସେ ପିତରଙ୍କୁ କହିଲେ, « ଏ ତ ପ୍ରଭୁ। » ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କୁ ପୋଷାକ ପିନ୍ଧିଲେ। କାରଣ ସେ କାର୍ୟ୍ଯ କରିବା ପାଇଁ ସବୁ ବସ୍ତ୍ର ଖାଲିେ ଦଇେଥିଲେ। ତା’ପରେ ସେ ପାଣିକୁ ଡଇେଁ ପଡିଲେ। ଅନ୍ୟ ଶିଷ୍ଯମାନେ ନେ ୗକା ରେ କୂଳକୁ ଗଲେ। ସମାନେେ ମାଛ ରେ ଭର୍ତ୍ତି ହାଇେଥିବା ଜାଲ ଭିଡିଲେ। ସମାନେେ କୂଳରୁ ବେଶୀ ଦୂର ରେ ନଥିଲେ, ଦୂରତ୍ବ ପ୍ରାୟ ନବେ ମିଟର ଥିଲା » (ଯୋହନ 21:4-8)|

ଯୀଶୁ ଖ୍ରୀଷ୍ଟ ଅନ୍ୟ ଅନେକ ଚମତ୍କାର କରିଥିଲେ | ସେମାନେ ଆମକୁ ଆମର ବିଶ୍ୱାସକୁ ଦୃ କରିବାକୁ, ନିଜକୁ ଉତ୍ସାହିତ କରିବାକୁ ଏବଂ ପୃଥିବୀରେ ଅନେକ ଆଶୀର୍ବାଦ କଳ୍ପନା କରିବାକୁ ସମର୍ଥ ହୁଅନ୍ତି | ପ୍ରେରିତ ଯୋହନଙ୍କ ଲିଖିତ ଶବ୍ଦଗୁଡ଼ିକ ପୃଥିବୀରେ ଯାହା ଘଟିବ ତାହାର ଗ୍ୟାରେଣ୍ଟି ଭାବରେ ଯୀଶୁ ଖ୍ରୀଷ୍ଟ କରିଥିବା ଅନେକ ଚମତ୍କାରକୁ ସଠିକ୍ ଭାବରେ ସଂକ୍ଷିପ୍ତ କରିଛନ୍ତି: « ପୁଣି, ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ; ସେହି ସବୁ ଯଦି ଗୋଟି ଗୋଟି କରି ଲେଖା ଯାଆନ୍ତା, ତାହାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ, ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହି ସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ » (ଯୋହନ 21:25)|

***

ଅନ୍ୟାନ୍ୟ ବାଇବଲ ଅଧ୍ୟୟନ ପ୍ରବନ୍ଧଗୁଡ଼ିକ:

ତୁମର ବାକ୍ୟ ମୋ ପାଦ ପାଇଁ ପ୍ରଦୀପ ଏବଂ ମୋ ପଥ ପାଇଁ ଆଲୋକ (ଗୀତସଂହିତା ୧୧୯:୧୦୫)

ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣୀୟ ଉତ୍ସବ

ପରମେଶ୍ୱରଙ୍କ ପ୍ରତିଜ୍ଞ

ପରମେଶ୍ୱର କାହିଁକି ଦୁଃଖକଷ୍ଟ ଏବଂ ମନ୍ଦତାକୁ ଅନୁମତି ଦିଅନ୍ତି?

ଅନନ୍ତ ଜୀବନର ଆଶ

ପ୍ରାଥମିକ ବାଇବଲ ଶିକ୍ଷ

ମହାକ୍ଲେଶ ପୂର୍ବରୁ କ’ଣ କରିବାକୁ ପଡିବ?

Other languages ​​of India:

Hindi: छः बाइबल अध्ययन विषय

Bengali: ছয়টি বাইবেল অধ্যয়নের বিষয়

Gujarati: છ બાઇબલ અભ્યાસ વિષયો

Kannada: ಆರು ಬೈಬಲ್ ಅಧ್ಯಯನ ವಿಷಯಗಳು

Malayalam: ആറ് ബൈബിൾ പഠന വിഷയങ്ങൾ

Marathi: सहा बायबल अभ्यास विषय

Nepali: छ वटा बाइबल अध्ययन विषयहरू

Punjabi: ਛੇ ਬਾਈਬਲ ਅਧਿਐਨ ਵਿਸ਼ੇ

Sinhala: බයිබල් පාඩම් මාතෘකා හයක්

Tamil: ஆறு பைபிள் படிப்பு தலைப்புகள்

Telugu: ఆరు బైబిలు అధ్యయన అంశాలు

Urdu : چھ بائبل مطالعہ کے موضوعات

Bible Articles Language Menu

ସତୁରିରୁ ଅଧିକ ଭାଷାରେ ବିଷୟବସ୍ତୁର ଏକ ସଂକ୍ଷିପ୍ତ ସାରଣୀ, ପ୍ରତ୍ୟେକଟିରେ ଛଅଟି ଗୁରୁତ୍ୱପୂର୍ଣ୍ଣ ବାଇବଲ ଆର୍ଟିକିଲ୍ ଅଛି…

Table of contents of the http://yomelyah.fr/ website

ପ୍ରତ୍ୟେକ ଦିନ ବାଇବଲ ପଢ଼ନ୍ତୁ। ଏହି ବିଷୟବସ୍ତୁରେ ଇଂରାଜୀ, ଫରାସୀ, ସ୍ପାନିସ୍ ଏବଂ ପର୍ତ୍ତୁଗୀଜ୍ ଭାଷାରେ ସୂଚନାପ୍ରଦ ବାଇବଲ ଆର୍ଟିକିଲ୍ ଅନ୍ତର୍ଭୁକ୍ତ ଅଛି (ଏକ ଭାଷା ଚୟନ କରନ୍ତୁ ଏବଂ ବିଷୟବସ୍ତୁ ବୁଝିବା ପାଇଁ « Google Translate » ବ୍ୟବହାର କରନ୍ତୁ)…

***

X.COM (Twitter)

FACEBOOK

FACEBOOK BLOG

MEDIUM BLOG

Compteur de visites gratuit